CUET 2026 Odia Question Paper is available for download here. NTA conducted the CUET 2026 exam from 11th May to 31st May in two shifts.

The CUET 2026 Odia question paper includes the following:

  • 50 questions, all compulsory, to be attempted in 60 minutes
  • Q1 - Q40: 40 independent multiple choice questions (MCQs) with four options
  • Q41 - Q50: two reading comprehension passages with 5 questions each
  • Marking: +5 for a correct answer, -1 for an incorrect answer, 0 for an unattempted question
  • Maximum marks: 250

CUET 2026 Odia May 19 Shift 1 Question Paper with Solution PDF

NTA Official PDF CD PDF CD PDF with Solutions
Download official PDF 3.19 MB Download Collegedunia PDF 0.68 MB -

Also Check:

CUET 2026 Odia May 19 Shift 1 Questions with Solutions


Questions 1 - 40

Question 1:
ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଅର୍ଥପୂର୍ଣ୍ଣ ବାକ୍ୟଟି ଚିହ୍ନଟ କର।
  • (A) ଓଡ଼ିଆ ସାହିତ୍ୟର ଆଧୁନିକ ବିକାଶ ସାଧିତ ହୋଇଥିଲା।
  • (B) ଓଡ଼ିଆ ସାହିତ୍ୟର ସାଧିତ ହୋଇଥିଲା ଓଡ଼ିଆ ସାହିତ୍ୟର ବିକାଶ ସାଧିତ।
  • (C) ଓଡ଼ିଆ ସାହିତ୍ୟର ବିକାଶ ଆଧୁନିକ ଶିକ୍ଷାର ପ୍ରସାର ସାଧିତ ହୋଇଥିଲା।
  • (D) ଆଧୁନିକ ଶିକ୍ଷାର ପ୍ରସାର ଫଳରେ ଓଡ଼ିଆ ସାହିତ୍ୟର ବିକାଶ ସାଧିତ ହୋଇଥିଲା।

Question 2:
ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଅର୍ଥପୂର୍ଣ୍ଣ ବାକ୍ୟଟିକୁ ଚିହ୍ନଟ କର।
  • (A) ଓଡ଼ିଆ ସାହିତ୍ୟର ସାମନ୍ତରାୟ ରଚନା କରିଛନ୍ତି।
  • (B) ଓଡ଼ିଆ ସାହିତ୍ୟର ରଚନା ଇତିହାସ ନଟବର ସାମନ୍ତରାୟ।
  • (C) ନଟବର ସାମନ୍ତରାୟ ଓଡ଼ିଆ ସାହିତ୍ୟର ଇତିହାସ ଗ୍ରନ୍ଥ ରଚନା କରିଛନ୍ତି।
  • (D) ଓଡ଼ିଆ ସାହିତ୍ୟର ଇତିହାସ ଗ୍ରନ୍ଥ ନଟବର ସାମନ୍ତରାୟ ରଚନା।

Question 3:
ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଅର୍ଥପୂର୍ଣ୍ଣ ବାକ୍ୟଟିକୁ ନିର୍ଣ୍ଣୟ କର।
  • (A) ଗଙ୍ଗାନଦୀ ଭାରତର ଏକ ପବିତ୍ର ନଦୀ।
  • (B) ହିମାଳୟ ପାଦଦେଶରେ ଏକ ପବିତ୍ର ।
  • (C) ମହାନଦୀର ଅବବାହିକା ପ୍ରଶସ୍ତ କିନ୍ତୁ ।
  • (D) ଫୁଲମାନଙ୍କ ମଧ୍ୟରେ ପାରିଜାତ ।

Question 4:
ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଅର୍ଥପୂର୍ଣ୍ଣ ବାକ୍ୟଟିକୁ ଚିହ୍ନଟ କର।
  • (A) କବିବର ରାଧାନାଥ ରାୟ ଆଧୁନିକ ଯୁଗର ଅବିସ୍ମରଣୀୟ ପ୍ରତିଭା।
  • (B) ରାଧାନାଥ ରାୟ କବିବର ଅବିସ୍ମରଣୀୟ ଭାବେ ଆଧୁନିକ ଯୁଗ।
  • (C) ଅବିସ୍ମରଣୀୟ ପ୍ରତିଭା କବିବର ଭାବେ ରାଧାନାଥ ରାୟ।
  • (D) ରାଧାନାଥ ରାୟ ପ୍ରତିଭା ଅବିସ୍ମରଣୀୟ କବିବର ଯୁଗର ଆଧୁନିକ।

Question 5:
ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଅର୍ଥପୂର୍ଣ୍ଣ ବାକ୍ୟଟିକୁ ଚିହ୍ନଟ କର।
  • (A) ଯମୁନା ଭାରତର ଏକ ପବିତ୍ର ନଦୀ।
  • (B) ଅଶୋକ ଆକାଶରେ ଗାଧୋଉଛି ।
  • (C) ଶ୍ୟାମ ନିଆଁରେ ଲୁଗା ଧୋଉଛି।
  • (D) ବିଲେଇଟି ଆକାଶରେ ଉଡୁଛି।

Question 6:
ଏକପଦରେ ପ୍ରକାଶ କର।
ଦର୍ଶନଶାସ୍ତ୍ରରେ ଯେ ପଣ୍ଡିତ
  • (A) ଦାଶନିକ
  • (B) ଦାର୍ଶାନିକ
  • (C) ଦର୍ଶନିକ
  • (D) ଦାର୍ଶନିକ

Question 7:
ଏକପଦରେ ପ୍ରକାଶ କର।
ଗଙ୍ଗାକୁ ଧାରଣ କରିଛନ୍ତି ଯେ -
  • (A) ଗଙ୍ଘାଧର
  • (B) ଗଙ୍ଗାଧାରୀ
  • (C) ଗଙ୍ଗାଧର
  • (D) ଗଙ୍ଗଧର

Question 8:
ଏକପଦରେ ପ୍ରକାଶ କର।
ଉତ୍କଳରେ ଜାତ -
  • (A) ଉତ୍କଳୀଅ
  • (B) ଉତ୍କଳିଅ
  • (C) ଉତ୍କଳୀୟ
  • (D) ଉତ୍କଳିୟ

Question 9:
ଏକପଦରେ ପ୍ରକାଶ କର।
ଧନକୁ ଜୟ କରିଛି ଯେ -
  • (A) ଧର୍ନଜୟ
  • (B) ଧନଜୟ
  • (C) ଧନଞ୍ଜୟ
  • (D) ଧଞ୍ଜୟ

Question 10:
ଏକପଦରେ ପ୍ରକାଶ କର।
ଆନନ୍ଦର ଅଭାବ -
  • (A) ଭାବାନନ୍ଦ
  • (B) ନରାନନ୍ଦ
  • (C) ନିରାନନ୍ଦ
  • (D) ଆନନ୍ଦାଭାବ

Question 11:
ପ୍ରଦତ୍ତ ପଦମାନଙ୍କ ମଧ୍ୟରୁ ଶୁଦ୍ଧପଦଟି ନିର୍ଣ୍ଣୟ କର।
  • (A) ବ୍ରହ୍ମାର୍ଷି
  • (B) ବ୍ରହ୍ମର୍ଷି
  • (C) ବ୍ରହ୍ମୋର୍ଷୀ
  • (D) ବ୍ରହ୍ମର୍ଷୀ

Question 12:
କେଉଁଟି ଗୋଟିଏ ଶୁଦ୍ଧପଦ ନୁହେଁ ?
  • (A) ଆମରଣ
  • (B) ଆଜୀବନ
  • (C) ଆକଣ୍ଠ
  • (D) ଆତିସଯ୍ୟ

Question 13:
ନିମ୍ନୋକ୍ତ ଶବ୍ଦଗୁଡ଼ିକ ମଧ୍ୟରୁ ଶୁଦ୍ଧ ଶବ୍ଦଟିକୁ ଚିହ୍ନଟ କର।
  • (A) ସାମସ୍ୟ
  • (B) ସାମାସ୍ୟା
  • (C) ସମସ୍ୟା
  • (D) ସମାସ୍ୟା

Question 14:
ନିମ୍ନୋକ୍ତ ଶବ୍ଦଗୁଡ଼ିକ ମଧ୍ୟରୁ ଶୁଦ୍ଧ ଶବ୍ଦଟିକୁ ଚିହ୍ନଟ କର।
  • (A) ଶିରମଣି
  • (B) ଶିରୋମଣି
  • (C) ସିରମଣି
  • (D) ସରମଣି

Question 15:
ନିମ୍ନୋକ୍ତ ଶବ୍ଦଗୁଡ଼ିକ ମଧ୍ୟରୁ ଶୁଦ୍ଧ ଶବ୍ଦଟିକୁ ଚିହ୍ନଟ କର।
  • (A) ସରସ୍ୱତି
  • (B) ଗଣେଶ
  • (C) ଇଶ୍ୱର
  • (D) ପାର୍ବତି

Question 16:
ନିମ୍ନୋକ୍ତ ଶବ୍ଦଗୁଡ଼ିକ ମଧ୍ୟରୁ ଶୁଦ୍ଧ ଶବ୍ଦଟିକୁ ଚିହ୍ନଟ କର।
  • (A) ଗାରିମା
  • (B) ଏକତ୍ରିତ
  • (C) ଐକ୍ୟ
  • (D) ସାମ୍ୟତା

Question 17:
ନିମ୍ନୋକ୍ତ ଶବ୍ଦଗୁଡ଼ିକ ମଧ୍ୟରୁ ଶୁଦ୍ଧ ଶବ୍ଦଟିକୁ ଚିହ୍ନଟ କର।
  • (A) କରଣିୟ
  • (B) ଯାବତିୟ
  • (C) ଶାସ୍ତ୍ରୀୟ
  • (D) ସ୍ମରଣିୟ

Question 18:
ନିମ୍ନୋକ୍ତ ଶବ୍ଦଗୁଡ଼ିକ ମଧ୍ୟରୁ ଶୁଦ୍ଧ ଶବ୍ଦଟିକୁ ଚିହ୍ନଟ କର।
  • (A) କୁକୂର
  • (B) ପ୍ରଗତି
  • (C) ନବିନ
  • (D) ପ୍ରାଚିନ

Question 19:
ନିମ୍ନୋକ୍ତ ପଦମାନଙ୍କ ମଧ୍ୟରୁ କେଉଁଟି ପୃଥିବୀର ଏକ ପ୍ରତିଶବ୍ଦ ନୁହେଁ।
  • (A) ବସୁନ୍ଧରା
  • (B) ଧରିତ୍ରୀ
  • (C) ମହୋଦଧି
  • (D) ବସୁଧା

Question 20:
"ଜ୍ଞାନୀ" ଶବ୍ଦର ବିପରୀତ ଶବ୍ଦ କ'ଣ ?
  • (A) ମୂର୍ଖ
  • (B) ପଣ୍ଡିତ
  • (C) ଅଜ୍ଞାନ
  • (D) ଜ୍ଞାତ

Question 21:
'ସୂଚୀ' ଶବ୍ଦର ଅର୍ଥ କ'ଣ ?
  • (A) ପବିତ୍ର
  • (B) ଛୁଞ୍ଚି
  • (C) ସୂଚନା
  • (D) ଆରମ୍ଭ

Question 22:
'ଧନୀ' ଶବ୍ଦର ବିପରୀତ ଶବ୍ଦଟି କ'ଣ ?
  • (A) ନିର୍ଦ୍ଧନୀ
  • (B) ନିର୍ଦ୍ଧନ
  • (C) ଦରିଦ୍ର
  • (D) ସାମାନ୍ୟ

Question 23:
'ପୁରୋହିତ' ଶବ୍ଦର ବିପରୀତ ଶବ୍ଦ କ'ଣ?
  • (A) ଯଜମାନ
  • (B) ବ୍ରାହ୍ମଣ
  • (C) କର୍ମକାର
  • (D) ମାଳି

Question 24:
'ଦାତା' ଶବ୍ଦର ବିପରୀତାର୍ଥବୋଧକ ଶବ୍ଦଟି କ'ଣ ?
  • (A) ଗ୍ରହୀତା
  • (B) ଅଦାତା
  • (C) କର୍ତ୍ତା
  • (D) ଧାତା

Question 25:
'ତେଲିଆ' ଶବ୍ଦର ବିପରୀତାର୍ଥବୋଧକ ଶବ୍ଦଟି ଚୟନ କର।
  • (A) ପାଣିଆ
  • (B) କାଠୁଆ
  • (C) ଅତେଲିଆ
  • (D) ଲୁଖୁରା

Question 26:
'ଗଣେଶ' ଶବ୍ଦର ସମାନାର୍ଥବୋଧକ ଶବ୍ଦଗୁଡ଼ିକ ଲେଖ।
(A) ତ୍ରାଣକର୍ତ୍ତା
(B) ବିନାୟକ
(C) ଗଜାନନ
(D) ବିଘ୍ନରାଜ
ଠିକ୍ ଉତ୍ତର ନିର୍ଦ୍ଧାରଣ କର ।
  • (A) କେବଳ (A), (B), (C)
  • (B) କେବଳ (A), (B), (D)
  • (C) କେବଳ (B), (C), (D)
  • (D) କେବଳ (C), (A), (B)

Question 27:
ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ କେଉଁ ବାକ୍ୟଗୁଡ଼ିକ ଅର୍ଥପୂର୍ଣ୍ଣ ପୂର୍ଣ୍ଣାଙ୍ଗ ବାକ୍ୟ ଅଟେ।
(A) ଗୋପାଳପୁରରେ ସମୁଦ୍ର ଅଛି ।
(B) ରାମଚନ୍ଦ୍ରଙ୍କ ପିତାଙ୍କ ନାମ ଦଶରଥ ।
(C) ବଣିକ ବେପାର ଧନ ଆଣି।
(D) ଭାରତର ରାଜଧାନୀ ଦିଲ୍ଲୀ ଅଟେ।
ଠିକ୍ ଉତ୍ତର ନିର୍ଦ୍ଧାରଣ କର ।
  • (A) କେବଳ (A), (C), (D)
  • (B) କେବଳ (A), (B), (D)
  • (C) କେବଳ (B), (C), (D)
  • (D) କେବଳ (A), (B), (C)

Question 28:
ନିମ୍ନୋକ୍ତ ଶବ୍ଦଗୁଡ଼ିକ ମଧ୍ୟରୁ ଶୁଦ୍ଧ ଶବ୍ଦଗୁଡ଼ିକୁ ଚୟନ କର।
(A) ଦାଶରଥି
(B) ଅମିୟ
(C) ବନୀତା
(D) ବିଷମ
ଠିକ୍ ଉତ୍ତର ନିର୍ଦ୍ଧାରଣ କର ।
  • (A) କେବଳ (A), (B), (C)
  • (B) କେବଳ (A), (C), (D)
  • (C) କେବଳ (A), (B), (D)
  • (D) କେବଳ (D), (B), (C)

Question 29:
'ସ୍ୱର୍ଗ'ର ସମାର୍ଥବୋଧକ ଶବ୍ଦଗୁଡ଼ିକ ଲେଖ।
(A) ଗୋଲୋକ
(B) ନାଗଲୋକ
(C) ବୈକୁଣ୍ଠ
(D) ଦେବଲୋକ
ଠିକ୍ ଉତ୍ତର ନିର୍ଦ୍ଧାରଣ କର ।
  • (A) କେବଳ (A), (B), (D)
  • (B) କେବଳ (A), (C), (D)
  • (C) କେବଳ (B), (D), (C)
  • (D) କେବଳ (A), (B), (C)

Question 30:
କେଉଁଗୁଡ଼ିକ 'ଇଚ୍ଛା' ଶବ୍ଦର ବିପରୀତ ଶବ୍ଦ ନୁହେଁ।
(A) ଇଚ୍ଛାଧୀନ
(B) ଇଚ୍ଛାକୃତ
(C) ଅନିଚ୍ଛା
(D) ଇଚ୍ଛିତ
ଠିକ୍ ଉତ୍ତର ନିର୍ଦ୍ଧାରଣ କର ।
  • (A) କେବଳ (A), (B), (D)
  • (B) କେବଳ (B), (C), (D)
  • (C) କେବଳ (A), (D), (C)
  • (D) କେବଳ (B), (C), (A)

Question 31:
ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଅର୍ଥପୂର୍ଣ୍ଣ ଓ ପୂର୍ଣ୍ଣାଙ୍ଗ ବାକ୍ୟଗୁଡ଼ିକୁ ଚିହ୍ନଟ କର।
(A) ନିଜତ୍ୱକୁ ଭୁଲିଯିବା ଦ୍ୱାରା ସେମାନେ ହଜିବା ।
(B) ନିଜର କର୍ତ୍ତବ୍ୟ ପାଳନ କରିବା ହେଉଛି ଗୃହସ୍ଥର ପ୍ରଧାନ ଧର୍ମ ।
(C) ସମସ୍ତଙ୍କର ପାଳନ କରିହୁଏ ନାହିଁ କିଛି।
(D) ସୈନିକମାନେ ଯୁଦ୍ଧରେ କର୍ତ୍ତବ୍ୟ ପାଳନ କରନ୍ତି।
ଠିକ୍ ଉତ୍ତର ନିର୍ଦ୍ଧାରଣ କର ।
  • (A) କେବଳ (B), (D)
  • (B) କେବଳ (A), (B)
  • (C) କେବଳ (C), (D)
  • (D) କେବଳ (B), (C)

Question 32:
ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଅର୍ଥପୂର୍ଣ୍ଣ ଓ ପୂର୍ଣ୍ଣାଙ୍ଗ ବାକ୍ୟଗୁଡ଼ିକୁ ଚିହ୍ନଟ କର।
(A) ରାମଚନ୍ଦ୍ର ଚଉଦବର୍ଷ ବନବାସ ଯାଇଥିଲେ।
(B) ବର୍ତ୍ତମାନ ମୋର ବୟସ ସତୁରି ବର୍ଷ ଅଟେ।
(C) ଅଶୋକ ବିଦ୍ୟାଳୟକୁ ଯାଉ ଯାଉ।
(D) ମଥୁରା ରାଜା କଂସ ଥିଲାବେଳେ।
ଠିକ୍ ଉତ୍ତର ନିର୍ଦ୍ଧାରଣ କର ।
  • (A) କେବଳ (A), (D)
  • (B) କେବଳ (C), (D)
  • (C) କେବଳ (A), (B)
  • (D) କେବଳ (B), (D)

Question 33:
ନିମ୍ନୋକ୍ତ ଶବ୍ଦଗୁଡ଼ିକ ମଧ୍ୟରୁ ଶୁଦ୍ଧ ଶବ୍ଦଗୁଡ଼ିକ ଚୟନ କର।
(A) ଚଳଚ୍ଚିତ୍ର
(B) ଅଧୀନ
(C) ରବୀନ୍ଦ୍ର
(D) ଭୂବନେଶ୍ୱର
ଠିକ୍ ଉତ୍ତର ନିର୍ଦ୍ଧାରଣ କର:
  • (A) କେବଳ (A), (C) ଓ (D)
  • (B) କେବଳ (A), (B) ଓ (D)
  • (C) କେବଳ (A), (B) ଓ (C)
  • (D) କେବଳ (B), (C) ଓ (D)

Question 34:
ନିମ୍ନୋକ୍ତ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି 'ସିଂହ'ର ପ୍ରତିଶବ୍ଦ ଅଟେ।
(A) ଫଣୀ
(B) ପଶୁରାଜ
(C) କଣ୍ଠୀରବ
(D) ଶାଖାମୃଗ
ଠିକ୍ ଉତ୍ତର ନିର୍ଦ୍ଧାରଣ କର:
  • (A) କେବଳ (A) ଓ (B)
  • (B) କେବଳ (B) ଓ (C)
  • (C) କେବଳ (C) ଓ (D)
  • (D) କେବଳ (A) ଓ (D)

Question 35:
'ବିଫଳ' ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦଟି କଣ ?
(A) ଅସଫଳ
(B) ସଫଳ
(C) କୃତକାର୍ଯ୍ୟ
(D) କାର୍ଯ୍ୟକ୍ରମ
ଠିକ୍ ଉତ୍ତର ନିର୍ଦ୍ଧାରଣ କର:
  • (A) (A)
  • (B) (D)
  • (C) (C)
  • (D) (B)

Question 36:
'କ' ସ୍ତମ୍ଭ ସହିତ 'ଖ' ସ୍ତମ୍ଭର ଉପଯୁକ୍ତ ସଂପର୍କ ନିରୂପଣ କର ।
'କ' ସ୍ତମ୍ଭ'ଖ' ସ୍ତମ୍ଭ
A. ଦିନକୁ ଦିନI. ପ୍ରତିଜଣ
B. ନାହିଁ ଅତିଦୂରII. ଦାତବ୍ୟ
C. ଦାନର ଯୋଗ୍ୟIII. ପ୍ରତିଦିନ
D. ଜଣକୁ ଜଣIV. ନାତିଦୂର
ନିମ୍ନସ୍ଥ ବିକଳ୍ପଗୁଡ଼ିକ ମଧ୍ୟରୁ ଉପଯୁକ୍ତ ଉତ୍ତରଟି ସ୍ଥିର କର:
  • (A) A - III, B - IV, C - II, D - I
  • (B) A - IV, B - II, C - III, D - I
  • (C) A - I, B - III, C - IV, D - II
  • (D) A - II, B - IV, C - III, D - I

Question 37:
'କ' ସ୍ତମ୍ଭ ସହିତ 'ଖ' ସ୍ତମ୍ଭର ଉପଯୁକ୍ତ ସଂପର୍କ ନିରୂପଣ କର ।
'କ' ସ୍ତମ୍ଭ'ଖ' ସ୍ତମ୍ଭ
A. ଶ୍ରୀଯୁକ୍ତI. ଅସାଧାରଣ
B. ସାଧାରଣII. ବିଦେଶ
C. ସ୍ୱଦେଶIII. କୁମତି
D. ସୁମତିIV. ଶ୍ରୀହୀନ
ନିମ୍ନସ୍ଥ ବିକଳ୍ପଗୁଡ଼ିକ ମଧ୍ୟରୁ ଉପଯୁକ୍ତ ଉତ୍ତରଟି ସ୍ଥିର କର:
  • (A) A - I, B - II, C - IV, D - III
  • (B) A - IV, B - I, C - II, D - III
  • (C) A - III, B - I, C - II, D - IV
  • (D) A - IV, B - II, C - I, D - III

Question 38:
'କ' ସ୍ତମ୍ଭ ସହିତ 'ଖ' ସ୍ତମ୍ଭର ଉପଯୁକ୍ତ ସଂପର୍କ ନିରୂପଣ କର ।
'କ' ସ୍ତମ୍ଭ'ଖ' ସ୍ତମ୍ଭ
A. ପ୍ରାପ୍ୟI. ଅଜ୍ଞ
B. ପ୍ରିୟII. ଅଭଦ୍ର
C. ବିଜ୍ଞIII. ଦେୟ
D. ଭଦ୍ରIV. ଅପ୍ରିୟ
ନିମ୍ନସ୍ଥ ବିକଳ୍ପଗୁଡ଼ିକ ମଧ୍ୟରୁ ଉପଯୁକ୍ତ ଉତ୍ତରଟି ସ୍ଥିର କର:
  • (A) A - I, B - III, C - IV, D - II
  • (B) A - IV, B - II, C - I, D - III
  • (C) A - III, B - II, C - IV, D - I
  • (D) A - III, B - IV, C - I, D - II

Question 39:
'କ' ସ୍ତମ୍ଭ ସହିତ 'ଖ' ସ୍ତମ୍ଭର ଉପଯୁକ୍ତ ସଂପର୍କ ନିରୂପଣ କର ।
'କ' ସ୍ତମ୍ଭ'ଖ' ସ୍ତମ୍ଭ
A. ସଜI. ଜାଗ୍ରତ
B. ସୁପ୍ତII. ଲାଭ
C. କ୍ଷୀଣIII. ବାସି
D. ହାନିIV. ପୃଥୁଳ
ନିମ୍ନସ୍ଥ ବିକଳ୍ପଗୁଡ଼ିକ ମଧ୍ୟରୁ ଉପଯୁକ୍ତ ଉତ୍ତରଟି ସ୍ଥିର କର:
  • (A) A - III, B - I, C - IV, D - II
  • (B) A - I, B - II, C - III, D - IV
  • (C) A - IV, B - I, C - II, D - III
  • (D) A - II, B - III, C - I, D - IV

Question 40:
'କ' ସ୍ତମ୍ଭ ସହିତ 'ଖ' ସ୍ତମ୍ଭର ଉପଯୁକ୍ତ ସଂପର୍କ ନିରୂପଣ କର ।
'କ' ସ୍ତମ୍ଭ'ଖ' ସ୍ତମ୍ଭ
A. ରସିକI. ହ୍ରାସ
B. ବୃଦ୍ଧିII. ଗୌଣ
C. ମୁଖ୍ୟIII. ବିନୟୀ
D. ଗର୍ବୀIV. ବେରସିକ
ନିମ୍ନସ୍ଥ ବିକଳ୍ପଗୁଡ଼ିକ ମଧ୍ୟରୁ ଉପଯୁକ୍ତ ଉତ୍ତରଟି ସ୍ଥିର କର:
  • (A) A - II, B - I, C - III, D - IV
  • (B) A - IV, B - I, C - II, D - III
  • (C) A - I, B - II, C - III, D - IV
  • (D) A - IV, B - I, C - III, D - II

Reading Comprehension - Passage 1 (Q41 - Q45)

Question 41:

ଫଳ ପ୍ରତି ଦୃଷ୍ଟି ଦେଲେ କ'ଣ ନଷ୍ଟ ହୁଏ ?
  • (A) ଖେଳକୁଦ
  • (B) ପାଠପଢ଼ା
  • (C) କାର୍ଯ୍ୟର ସୌଷ୍ଠବ
  • (D) ଘରର ସୌନ୍ଦର୍ଯ୍ୟ

Question 42:

କିଏ ସମାଜରେ ପ୍ରଶଂସା ପାଏ ନାହିଁ ?
  • (A) ହୀନ ବୁଦ୍ଧି ଯାହାର
  • (B) ଯେଉଁ ଲୋକ ଫଳ ପାଇଁ ବ୍ୟାକୁଳ
  • (C) ସ୍ୱାର୍ଥପର ଲୋକ
  • (D) ଅପାଠୁଆ ଲୋକ

Question 43:

ଶିକ୍ଷା ଦେବା କାହାର କର୍ତ୍ତବ୍ୟ ?
  • (A) ଶିକ୍ଷକର
  • (B) ଡାକ୍ତରର
  • (C) ବ୍ରାହ୍ମଣର
  • (D) ପିତାଙ୍କର

Question 44:

କ'ଣ ନିନ୍ଦାର ବିଷୟ ଅଟେ?
  • (A) ଅଜ୍ଞାନ
  • (B) ନୀଚ ବୁଦ୍ଧି
  • (C) ସ୍ୱାର୍ଥପର
  • (D) ଫଳପ୍ରାପ୍ତିରେ ଆବିଷ୍ଟ ରହିବା

Question 45:

କ'ଣ ଥିଲେ କାର୍ଯ୍ୟଟି ମନ୍ଦ ହୁଏ ?
  • (A) ଉଦ୍ଦେଶ୍ୟ ବା ପ୍ରଣାଳୀ ମଧ୍ୟରୁ କୌଣସି ସ୍ଥାନରେ ମନ୍ଦର ପ୍ରଭାବ ଥିଲେ
  • (B) ସ୍ୱାର୍ଥପର ଭାବେ କାମ କଲେ
  • (C) ନ ଜାଣି କାମ କଲେ
  • (D) ବେପରୁଆ ଭାବେ କାମ କଲେ

Reading Comprehension - Passage 2 (Q46 - Q50)

Question 46:

ଭଲ-ମନ୍ଦ ବିଷୟ ପଦାର୍ଥର କ'ଣ ଅଟେ?
  • (A) ଭାବ-ଅଭାବ ଜ୍ଞାପନ
  • (B) ଭାବ ଜ୍ଞାପନ
  • (C) ଅଭାବ ଜ୍ଞାପନ
  • (D) ଜ୍ଞାନ ଜ୍ଞାପନ

Question 47:

ବିଦ୍ୱାନ ଲୋକ ବିଦ୍ୟାହଂକାରରେ ମତ୍ତ ହେଲେ କ'ଣ କଳଙ୍କିତ ହୁଏ ?
  • (A) ମନ
  • (B) ବିବେକ
  • (C) ଗୁଣ
  • (D) ବୁଦ୍ଧି

Question 48:

କାହା ଯୋଗୁଁ ଗୁଣ ଉତ୍ତମ ପଦାର୍ଥ ଅଟେ ?
  • (A) ଗୁଣୀ ଯୋଗୁଁ
  • (B) ପଣ୍ଡିତ ଯୋଗୁଁ
  • (C) ଚିତ୍ରକାର ଯୋଗୁଁ
  • (D) ବିଦ୍ୟା ଯୋଗୁଁ

Question 49:

କେଉଁ ଗୁଣ ପ୍ରଶଂସନୀୟ ?
  • (A) ସାହସ
  • (B) ବୈରାଗ୍ୟ
  • (C) ଭକ୍ତି
  • (D) ଜ୍ଞାନ

Question 50:

ଗୁଣ ଥାଇ ସେଠି କ'ଣ ନଥିଲେ ତାକୁ ଗୁଣ ନାହିଁ ବୋଲି କହିଲେ ଚଳିବ ?
  • (A) ବିଦ୍ୟା
  • (B) ସଂଯମ
  • (C) ବୁଦ୍ଧି
  • (D) ଦୃଷ୍ଟିଭଙ୍ଗୀ

CUET UG 2026 Exam Pattern and Marking Scheme

Parameter Details
Exam Name Common University Entrance Test (CUET UG) 2026
Conducting Body National Testing Agency (NTA)
Exam Mode Computer-Based Test (CBT)
Exam Duration 60 minutes per test
Total Sections 3 (Languages, Domain Subjects, General Test)
Question Type Multiple Choice Questions (MCQs)
Questions per Test 50 questions (all compulsory)
Marking Scheme +5 for correct, -1 for incorrect
Maximum Marks 250 marks per test
Maximum Subject Choices 5 subjects in total
Syllabus Base Class 12 NCERT (mainly for Domain Subjects)

CUET 2026 Odia May 19 Shift 1 Paper Analysis